Browsing Tag

remedies for gas formation

ଗର୍ଭାବସ୍ଥାରେ ଗ୍ୟାସ୍‌ ସମସ୍ୟା ଦେଖା ଦେଉଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

ଗର୍ଭାବସ୍ଥା ଏମିତି ଏକ ସମୟ, ଯେଉଁଥିରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନରୁ କେବେ କେବେ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ୟାସ୍‌ ସମସ୍ୟା। ଯେତେବେଳେ ଅଧିକ ମାତ୍ରାରେ ଖାଦ୍ୟ ଖିଆଯାଏ କିମ୍ବା ଅଧିକ ସମୟ ଯାଏ କିଛି ନ…