Below header
Browsing Tag

reservation bill

ମରାଠା ସଂରକ୍ଷଣ ବିଲ୍‌ ମହାରାଷ୍ଟ୍ର ବିଧାନସଭାରେ ପାରିତ, ଚାକିରିରେ ୧୦% ଆରକ୍ଷଣ

ମହାରାଷ୍ଟ୍ର ବିଧାନସଭାରେ ମଙ୍ଗଳବାର ମରାଠା ସଂରକ୍ଷଣ ଉପରେ ମୋହର ବାଜିଛି । ବିଧାନସଭାରେ ଏହି ବିଲ୍‌ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ୍‌ରେ ୧୦ ପ୍ରତିଶତ ମରାଠା ସଂରକ୍ଷଣର ସୁପାରିଶ କରାଯାଇଛି । ଏହାଦ୍ୱାରା ମରାଠା ସମ୍ପ୍ରଦାୟକୁ ଶିକ୍ଷା ଏବଂ ଚାକିରିରେ ଆରକ୍ଷଣର ଲାଭ ମିଳିବ ।…

ବିହାର ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍‌, OBC-EBCଙ୍କ ଅଂଶ ହେଲା ୪୩%

ବିହାର ବିଧାନସଭାରେ ଗୁରୁବାର ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍। ଅପରାହ୍ନ ୨ଟାରୁ ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ୭୫% ସଂରକ୍ଷଣ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି। ନୀତୀଶ ସରକାର ବିହାରରେ ଜାତିଭିତ୍ତିକ ସଂରକ୍ଷଣର ପରିସରକୁ ୫୦ରୁ ୬୫%କୁ ବୃଦ୍ଧି କରିବା ଏବଂ…

ରାଜ୍ୟରେ ଉଚ୍ଚଶିକ୍ଷାରେ ୧୫% ସଂରକ୍ଷଣ ସଂକଳ୍ପ ପାରିତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ୧୫ପ୍ରତିଶତ ସଂରକ୍ଷଣ ଲାଗୁ ହେବ। ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରୀଙ୍କ ପାଇଁ ସଂରକ୍ଷଣ କରାଯିବ। ମେଡ଼ିକାଲ ଓ ଇଞ୍ଜିନିୟରିଂ ଆଡମିସନରେ ୧୫ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଗୃହୀତ ହୋଇଛି।…

ଲୋକସଭାରେ ଆଗତ ହେଲା ସାଧାରଣ ବର୍ଗଙ୍କୁ ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ : ଲୋକସଭାରେ ଆଗତ ହେଲା ଆର୍ଥିକ ଭାବେ ଅନଗ୍ରସର ଥିବା ସାଧାରଣ ବର୍ଗଙ୍କୁ ସଂରକ୍ଷଣ ନେଇ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ ବିଲ୍‌ ଆଗତ କରିଥିଲେ। ଏ ନେଇ ସଂସଦରେ ଆଲୋଚନା ଜାରି ରହିଛି। ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି…