ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ରାୟଗଡା : ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଘଟିଗଲା ଅଘଟଣ । ଛାତ୍ରମାନେ ପରସ୍ପର ମଧ୍ୟରେ ଜାଦୁ ଖେଳ ଖେଳୁଥିବା ସମୟରେ ଜଣେ ଛାତ୍ରଙ୍କର ବେକରେ ବାଜି ଯାଇଥିଲା ବ୍ଲେଡ। ଯାହାଫଳରେ ଛାତ୍ର ଜଣକ ଗୁରୁତର ହୋଇଯାଇଥିଲେ । ଘଟଣାଟି ଘଟିଛି କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଥିବା ସାନ ମାଟି କଣା…