Browsing Tag

reuse your old phone

ବଡ଼ କାମରେ ଆସିବ ପୁରୁଣା ଫୋନ

ସାଧାରଣ ଭାବେ ଅନେକ ନୁୂଆ ଫୋନ କିଣିବା ପରେ ନିଜ ପୁରୁଣା ଫୋନକୁ ଅନ୍ୟ କାହାକୁ ଦେଇ ଦିଅନ୍ତି ବ୍ୟବହାର କରିବା ପାଇଁ। ଆଉ ଅନେକ ତ ଏକ୍ସଚେଞ୍ଜ ଅଫର ଥିଲେ ଏହାକୁ ବଦଳାଇ ଦିଅନ୍ତି। କିନ୍ତୁ ଏହି ପୁରୁଣା ଫୋନ ଆପଣଙ୍କ ଅନେକ କାମରେ ଆସିପାରିବ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଯଦି…

ପୁରୁଣା ଫୋନ ଫିଙ୍ଗୁଛନ୍ତି କି ? ଟିକେ ରୁହନ୍ତୁ, ବଡ଼ କାମରେ ଆସିବ ଏହି ଅକାମୀ ଫୋନ୍‌

ନୂଆଦିଲ୍ଲୀ : ଆମର ଫୋନ ଏବେ ଆମ ଜୀବନର ଏକ ପ୍ରଧାନ ଅଂଶ ବନିଯାଇଛି । ଏହାଦ୍ୱାରା ଆମେ ବହୁ ଜରୁରୀ କାମ ମଧ୍ୟ କରିଥାଉ । ହେଲେ କିଛି ସମୟ ପରେ ଏହାକୁ ବଦଳାଇବାକୁ ପଡିଥାଏ । ହେଲେ ଏହି ଫୋନକୁ ଆମେ ଅକାମୀ ଭାବେ ଘରେ ଫିଙ୍ଗି ଦେଇଥାଉ । ହେଲେ ଏହି ଫୋନକୁ ଫିଙ୍ଗିବା ପରିବର୍ତ୍ତେ ଏହାକୁ ଭଲ…