Browsing Tag

rice issue in rajyasabha

ରାଜ୍ୟସଭାରେ ଉଠିଲା ଏଫସିଆଇ ବଳକା ଉଷୁନା ଚାଉଳ ନନେବା ପ୍ରସଙ୍ଗ, ସାଂସଦ କହିଲେ ଏହା କେନ୍ଦ୍ରର ଦାୟିତ୍ୱ

ନୂଆଦିଲ୍ଲୀ(କେ ନ୍ୟୁଜ):  ରାଜ୍ୟସଭାରେ ଉଠିଲା ଏଫସିଆଇ ବଳକା ଉଷୁନା ଚାଉଳ ନନେବା ପ୍ରସଙ୍ଗ। ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ପ୍ରସଙ୍ଗ ଉତ୍‌ଥାପନ କରି ବଳକା ଉଷୁନା ଧାନ ନେବା କେନ୍ଦ୍ରର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଶ୍ନକାଳରେ ସସ୍ମିତ ଏହି ପ୍ରସଙ୍ଗ ଉଠାଇବା ସହ ଓଡ଼ିଶାରୁ ବଳକା ଉଷୁନା…