Below header
Browsing Tag

rice theft

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି, ଷ୍ଟୋର ରୁମ୍ ଭାଙ୍ଗି ୭ ବସ୍ତା ନେଇଗଲେ

ବୋଲଗଡ : ବୋଲଗଡ ବ୍ଲକ ଖୁଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା  ଅଭିଯୋଗ ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ବିଦ୍ୟାଳୟର ଷ୍ଟୋର ରୁମ୍ ଚାବି ଭାଙ୍ଗି ସାତ ବସ୍ତାରୁ ଉର୍ଦ୍ଧ୍ୱ ଚାଉଳ ଚୋରି କରି ନେଇଥିବା ବେଳେ ଆଜି ବିଦ୍ୟାଳୟର ପ୍ରଧାନ…