Below header

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି, ଷ୍ଟୋର ରୁମ୍ ଭାଙ୍ଗି ୭ ବସ୍ତା ନେଇଗଲେ

ବୋଲଗଡ ବ୍ଲକ ଖୁଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା  ଅଭିଯୋଗ ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ବିଦ୍ୟାଳୟର ଷ୍ଟୋର ରୁମ୍ ଚାବି ଭାଙ୍ଗି ସାତ ବସ୍ତାରୁ ଉର୍ଦ୍ଧ ଚାଉଳ ଚୋରି କରି ନେଇଛି ।

ବୋଲଗଡ : ବୋଲଗଡ ବ୍ଲକ ଖୁଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା  ଅଭିଯୋଗ ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ବିଦ୍ୟାଳୟର ଷ୍ଟୋର ରୁମ୍ ଚାବି ଭାଙ୍ଗି ସାତ ବସ୍ତାରୁ ଉର୍ଦ୍ଧ୍ୱ ଚାଉଳ ଚୋରି କରି ନେଇଥିବା ବେଳେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆସି ଦେଖିବାରେ ବାଙ୍କୋଇ ଫାଣ୍ଡିରେ ଏ ନେଇ ଅଭିଯୋଗ କରିଛନ୍ତି । ବାଙ୍କୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଏକ ଜାଗାରୁ ଗୋଟିଏ ବସ୍ତା ଚାଉଳ ଜବତ କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.