Browsing Tag

rider dies

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ କୁ ପଛପଟୁ ଧକ୍କା ଦେଲା ବୋଲେରୋ, ଆରୋହୀ ମୃତ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ NH 57 ସାହଜପାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ପଛପଟୁ ଧକ୍କା ଦେଲା ବୋଲେରୋ । ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ । ଘଟଣାସ୍ଥଳରୁ ଫେରାର ହୋଇଛି ବୋଲେରୋ । ମୃତକଙ୍କ ପରିଚୟ ମିଳିପାରିନାହିଁ।

ଟ୍ରକ ସହିତ ସ୍କୁଟି ଧକ୍କା, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): କୋରେଇ ଥାନା ବ୍ରାହ୍ମଣୀ ଦେବୀ ଛକରେ ଟ୍ରକ ସହିତ ସ୍କୁଟି ଗାଡି ଧକ୍କା। ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ। ପୋଲିସର ତଦନ୍ତ ଆରମ୍ଭ । ସୂଚନା ମୁତାବକ ଆଜି ସକାଳୁ ସୋବର ଗାଁର ପ୍ରଦୀପ ନାଟିଆ ନୂଆଗଡ ଗୋଲେଇ ଦେଇ ଛକ ନିଜ ଭଡାଘରକୁ ସ୍କୁଟି ଗାଡ଼ିରେ ଯାଉଥିଲେ। ହଠାତ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ସହ ବାଇକ ଧକ୍କା, ଆରୋହୀ ମୃତ

ଯାଜପୁର (କେନ୍ୟୁଜ): ଜଖପୁରା ଥାନା ଦଶମାଣିଆ ଛକ ନିକଟରେ ଟ୍ରକ ସହିତ ବାଇକ ଧକ୍କା। ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ପୋଲିସର ତଦନ୍ତ ଆରମ୍ଭ। ସୂଚନା ମୁତାବକ ଆଜି ଦିନ ୯ ଟା ସମୟରେ ନୀଳମଣିଦେଇପୁର ଗାଁ ର ଆନନ୍ଦ ଜେନାଙ୍କ ପୁଅ ମଦନ ମୋହନ ଜେନା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ପେଟ୍ରୋଲ…