Browsing Tag

road mishap

ଖବର ପାଇ ରାସ୍ତାରେ ପହଞ୍ଚିଲେ ଆମ୍ବୁଲାନ୍ସ ଡ୍ରାଇଭର, ନିଜ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଉଡ଼ିଗଲା ହୋସ

କେନ୍ୟୁଜ୍‌ : ମାଲେସିଆରେ ଏମିତି ଏକ ଘଟଣା ଘଟିଛି  ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଏକ ସଡ଼କ ଦୁର୍ଘଟଣାର ଖବର ଆସିଲା,ସେ ପହଞ୍ଚିଲା ବେଳକୁ ସେଠାରେ ତାଙ୍କର ପୁଅର ଦୁର୍ଘଟଣା ହୋଇଥିଲା ଆଉ ମୃତ ପୁଅର ଶବ ପଡ଼ିଥିଲା ।  ରିପୋର୍ଟ ଅନୁସାରେ ଜଣେ ୪୯ ବର୍ଷୀୟ…

ଭୁବନେଶ୍ବରରେ ବାଇକକୁ ଧକ୍କା ଦେଲା ସିଟି ବସ୍, ବରିଷ୍ଠ ନାଗରିକ ମୃତ

ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଛକଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବାବାଜୀ ସେଠୀ(୭୦)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବାବାଜୀ ନିଜ ସ୍କୁଟିରେ ଯାଉଥିବା ବେଳେ ଶାସ୍ତ୍ରୀନଗରରୁ ଆସୁଥିବା ଏକ ସିଟି ବସ୍ ତାଙ୍କୁ…