Browsing Tag

robbers arrested

ଯାତ୍ରୀଙ୍କଠାରୁ ଲୁଟ୍ ଉଦ୍ୟମ ହେଲା ପଣ୍ଡ, ଦାରିଙ୍ଗିବାଡ଼ି ଘାଟିରୁ ୫ ଡକାୟତ ଗିରଫ

ଦାରିଙ୍ଗିବାଡ଼ି : ଦାରିଙ୍ଗିବାଡ଼ି ଘାଟିରୁ ୫ ଡକାୟତକୁ ଗିରଫ କଲା ସୋରଡ଼ା ପୋଲିସ। ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ , ଗୋଟିଏ ଦେଶୀ ବନ୍ଧୁକ , ଦୁଇଟି ଭୁଜାଲି, ଦୁଇଟି ଅଫୁଟା ବୋମା ଓ ଲୁହାରଡ ମଧ୍ୟ ଜବତ କରିଛି ପୋଲିସ । ଦାରିଙ୍ଗିବାଡି ଘାଟିରେ ଯାତ୍ରୀଙ୍କଠାରୁ ଲୁଟିବା ପାଇଁ ପାଞ୍ଚ ଜଣ…