ପୁରୀ: ସ୍ୱେରେଜ ମ୍ୟାନ ହୋଲ ସଫା କରିବ ରୋବଟ, ପ୍ରଥମ କରି ପୁରୀରେ ସ୍ୱରେଜର ମ୍ୟାନହୋଲ ହେବ ସଫେଇ
ପୁରୀ(କେନ୍ୟୁଜ୍): ଏବେ ସ୍ୱେରେଜ ମ୍ୟାନ ହୋଲ ସଫା କରିବ ରୋବଟ। ସ୍ୱୟଂଚାଳିତ ରୋବଟ ମାଧ୍ୟମରେ ରାଜ୍ୟର ପୁରୀରେ ପ୍ରଥମ କରି ସ୍ୱରେଜର ମ୍ୟାନହୋଲ ସଫେଇ ହେବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦଘାଟନ କରିଛନ୍ତି। ପୁରୀରେ ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ…