Browsing Tag

rocket attack

ପାକିସ୍ତାନରେ କ୍ରିକେଟ ଖେଳି ଫେରୁଥିବା ପିଟିଆଇ ନେତାଙ୍କ କାରକୁ ରକେଟରେ ଆକ୍ରମଣ, ୧୦ ମୃତ

ଭୂମିକମ୍ପ ପରେ ପାକିସ୍ତାନରେ ଆକ୍ରମଣ । ଏହି ଆକ୍ରମଣରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏବଟାବାଦର ମୁଖ୍ୟ ବିପକ୍ଷ ପାର୍ଟୀ ପିଟିଆଇର ଏକ ସ୍ଥାନୀୟ ନେତାଙ୍କୁ ଲକ୍ଷ୍ୟ ରଖାଯାଇ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ହେବଲିୟା ତହସିଲର ମେୟର ଆତିଫ ଏକ କାରରେ ଯାଉଥିବା ସମୟରେ ରକେଟରେ…

ୟୁକ୍ରେନର ସପିଂ ମଲ୍‌ ଉପରେ ରୁଷର ରକେଟ୍‌ ମାଡ଼: ମଲ୍‌ରେ ଥିଲେ ହଜାରରୁ ଅଧିକ ଜଣ

କେନ୍ୟୁଜ୍(ବ୍ୟୁରୋ): ସପିଂ ମଲ୍‌ ଉପରେ ରୁଷର ରକେଟ୍‌ ମାଡ଼। ୟୁକ୍ରେନର କ୍ରେମେନଚୁକ୍‌ରେ ଥିବା ସପିଂ ମଲ୍‌ ଉପରେ ହମ୍‌ଲା ହୋଇଛି। ରକେଟ୍‌ ମାଡ ସମୟରେ ମଲରେ ହଜାରରୁ ଅଧିକ ସାଧାରଣ ନାଗରିକ ଥିବା କୁହାଯାଉଛି। ରକେଟ ମାଡ ପରେ ମଲରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ଜାରି…

ଯୁଦ୍ଧ ଯେତିକି ଲମ୍ବୁଛି ସେତିକି ଉଗ୍ର ହେଉଛି ରୁଷ୍‌: ପୁଣି ରକେଟ୍‌ ମାଡରେ ନେଲା ୩୦ ଜୀବନ

କେନ୍ୟୁଜ୍(ବ୍ୟୁରୋ):ପୂର୍ବ ୟୁକ୍ରେନ ଉପରେ ରୁଷର ଆଉ ଏକ ଭୟଙ୍କର ଆକ୍ରମଣ । ଡୋନେସ୍କ ନିକଟ କ୍ରାମାଟର୍ସ୍କ ସହରରେ ଥିବା ଏକ ରେଳ ଷ୍ଟେସନ ଉପରେ ରକେଟ୍‌ ମାଡ ହୋଇଛି । ଯେଉଁଥିରେ ପ୍ରାଣ ହରାଇଛନ୍ତି ୩୦ ଜଣ । ଶହେ ଜଣ ଆହତ ହୋଇଛନ୍ତି । ଯୁଦ୍ଧଗ୍ରସ୍ତ ସହର ସହର ଛାଡି ସୁରକ୍ଷିତ ସ୍ଥାନକୁ ଯିବା…