Browsing Tag

Rocket attack Near kabul Airport 2 dead

କାବୁଲ ଉପରେ ପୁଣି ଆତଙ୍କୀ ହମ୍‌ଲା

କାବୁଲ(କେନ୍ୟୁଜ୍‌) : କାବୁଲ ଉପରେ ପୁଣି ଆତଙ୍କୀ ହମ୍‌ଲା। ଏଥର ଆକ୍ରମଣ ହୋଇଛି ରକେଟ୍‌ରେ । ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କର ପ୍ରାଣହାନୀ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ କାବୁଲର ଏକ ଜନ ବସତି ଅଂଚଳରେ ରକେଟ୍‌ ହମଲା ହୋଇଛି । କାବୁଲ ଏୟାରପୋର୍ଟ ନିକଟରେ ବିସ୍ଫୋରଣର ତିନି…