ରୋହିତ ଶର୍ମା ପାକିସ୍ତାନୀ ସାମ୍ବାଦିକଙ୍କୁ ଦେଲେ କଡ଼ା ଜବାବ, ଉତ୍ତର ଶୁଣି ମୁହଁ ହୋଇଗଲା ବନ୍ଦ
ଆଜିଠାରୁ ଟି-୨୦ ବିଶ୍ୱକପର ସୁପର ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ –ପାକିସ୍ତାନ ଭିତରେ ମ୍ୟାଚ୍ ହେବାକୁ ଯାଉଛି । ଏହି ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରେ ପ୍ରସ୍ତୁତି ପ୍ରକ୍ରିୟା…