Browsing Tag

roll ball

ପୁନେଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ରୋଲ୍ ବଲ୍ ସ୍କେଟିଂ ଚାମ୍ପିଅନସିପରେ ଭାଗ ନେବ ଓଡ଼ିଶା

ଭୁବନେଶ୍ବର (କେନ୍ୟୁଜ୍) : ପୁନେଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ରୋଲ୍ ବଲ୍ ସ୍କେଟିଂ ଚାମ୍ପିଅନସିପରେ ଭାଗ ନେବ ଓଡ଼ିଶା । ସିନିଅର ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ଏଥିରେ ଭାଗ ନେବ । ଚଳିତ ସିଜିନରେ ପ୍ରଥମଥର ପାଇଁ ଓଡ଼ିଶାର ବାଳିକା ବିଭାଗ ଭାଗନେଉଥିବାରୁ ସେମାନେ ବେଶ ଉତ୍ସାହିତ…