Browsing Tag

roof collapsed

ଘରର ଛାତ ଅତଡା ଖସି ମା ଓ ଝିଅ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ଛାତ ଅତଡା ଖସି ମା ଓ ଝିଅ ଗୁରୁତର। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ରଗୁଡିପଡା ମ୍ଯୁନିସିପାଲିଟି କଲୋନୀରେ। ଛାତ ଅତଡା ଖସି ମା ଓ ଝିଅ ଗୁରୁତର ହୋଇଛନ୍ତି । ମା ଗାୟତ୍ରୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ପଞ୍ଜାବ ଅମୃତଶରରେ ଭୁଶୁଡିଲା ବିଲ୍ଡିଂର ଛାତ, ଗୋଟିଏ ପରିବାରର ୩ମୃତ

ପଞ୍ଜାବ: ପଞ୍ଜାବର ଅମୃତଶରରେ ଅଘଟଣ । ଭୁଶୁଡି ପଡିଲା ଏକ ବିଲ୍ଡିଂର ଛାତ । ଯାହାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଅମୃତଶର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ…