Browsing Tag

Rourkela bus accident

ଡିଭାଇଡରରେ ପିଟି ହେଲା ମିନି ବସ୍, ଦୁର୍ଘଟଣାରେ ୧ ମୃତ ଓ ୧୫ରୁ ଉର୍ଦ୍ଧ୍ୱ ଗୁରୁତର

ରାଉରକେଲା(କେନ୍ୟୁଜ୍): ଡିଭାଇଡରରେ ପିଟି ହୋଇଗଲା ମିନି ବସ୍‌। ଦୁର୍ଘଟଣାରେ ୧ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର। ରାଉରକେଲା ପାନପୋଷ ବାଲୁଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମାଆ ତାରିଣୀ ନାମକ ଏକ ଘରୋଇ ବସ୍‌ ଲାଠିକଟାରୁ ରାଉରକେଲା ଆସୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି…