ବଲାଙ୍ଗିରର ଏକାଠି ନୂଆଁଖାଇଲେ ରାଜ ପରିବାର ସଦସ୍ୟ
ବଲାଙ୍ଗିର (କେନ୍ୟୁଜ୍) : ରାଜ ପରିବାର ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଛନ୍ତି । କନକ ବର୍ଦ୍ଧନ ସିଂହଦେଓ ଏବଂ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଏକାଠି ବସି ଖାଇଥିଲେ । ଦୁଇ ଜଣ ଅଲଗା ଅଲଗା ରାଜନୈତିକ ଦଳର ହୋଇଥିଲେ ମଧ୍ୟ ନୂଆଁଖାଇରେ ଗୋଟିଏ ସ୍ଥାନରେ ବସି ଖାଇଛନ୍ତି ।