୧ କୋଟିରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଆରଆରବି ଗ୍ରୁପ ଡି ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା
ରେଲୱେ ଗ୍ରୁପ ଡି ପରୀକ୍ଷା ଦେବାକୁ ଥିବା ୧ କୋଟିରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରେଲୱେ ରିକ୍ର୍ୟୁଟମେଣ୍ଟ ବୋର୍ଡ ଆରଆରବି ଗ୍ରୁପ ଡି ପରୀକ୍ଷା ଫଳ ପ୍ରକାଶିତ ପାଇଁ ତାରିଖ ଜାରି ହୋଇଛି। ନୋଟିସ ମୁତାବକ, ଆରଆବି ଗ୍ରୁପ ଡି ପରୀକ୍ଷାର ଫଳାଫଳ ୨୪ ଡିସେମ୍ବର ୨୦୨୨ କିମ୍ବା ତା…