Below header

RRC Recruitment 2019 : ଆବେଦନକାରୀ ଦିଅନ୍ତୁ ଧ୍ୟାନ, ରେଳୱେ ବାହାର କଲା ପୁଣି ଏକ ଲକ୍ଷ ନୂଆ ଭର୍ତ୍ତି

RRC Recruitment 2019 : ରେଲୱେ ରିକ୍ୟୁରିମେଣ୍ଟ ସେଲ ପୁଣି ଗ୍ରୁପ ଡି ପାଇଁ ୧ଲକ୍ଷ ପଦର ଭର୍ତ୍ତି ନେଇ ନୋଟିଫିକେସନ ଜାରି କରିଛି। ଏଥର ଗ୍ରୁପ ଡିର ୧,୦୩,୭୬୯ଟି ପଦ ପାଇଁ ଆବେଦନ ବାହାରିଛି। ତେବେ ଏନେଇ ନୋଟିସ ଜାରି ହେବା ସହ ଆବେଦନ ଲିଙ୍କ ମଧ୍ୟ ଲାଗୁ କରାଯାଇଛି । ଏହାର ଅନଲାଇନ ଆବେଦନ ପ୍ରକ୍ରିୟା ଗତ ମଙ୍ଗଳବାରରୁ ଆରମ୍ଭ ହୋଇଛି। ଆବେଦନ ପାଇଁ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୨ ପର‌୍ୟ୍ୟନ୍ତ ସମୟ ରହିଛି। ଏଥର ଆରଆରବି ନୁହଁ ବରଂ ଆରଆରସି ରେଲୱେ ଗ୍ରୁପ ଡିର ଭର୍ତ୍ତି ପାଇଁ ଆବେଦନ ଆରମ୍ଭ କରିଛି।

rrc_recruitment

ଜରୁରୀ ତାରିଖ :
ନୋଟିସ ବାହାରିଥିବା ତାରିଖ : ୨୩.୦୨.୧୯
ଅନଲାଇନ ଆବେଦନ : ୧୨.୦୩.୨୦୧୯
ଆବେଦନର ଫିସ୍ ଜମା କରିବାର ତାରିଖ : ୨୩.୦୪.୨୦୧୯ ର ୨୩:୫୯ ପର‌୍ୟ୍ୟନ୍ତ
ଏସବିଆଇ ଚାଲାନ କାଟିବାର ଶେଷ ତାରିଖ : ୧୮.୦୪.୧୯ ର ୨୩:୫୯ ପର‌୍ୟ୍ୟନ୍ତ
ଫାଇନାଲ ସବମିସନ୍ : ୨୬.୦୪.୨୦୧୯ ର ୨୩:୫୯ ପର‌୍ୟ୍ୟନ୍ତ
ପରୀକ୍ଷା – ସେପ୍ଟେମ୍ବର ରୁ ଅକ୍ଟୋବର ମଧ୍ୟରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.