Below header
Browsing Tag

rubiks cube

ସାଇକେଲିଂ ସହ ରୁବିକ କ୍ୟୁବ ସମାଧାନ କରି ଗିନିଜ ବୁକରେ ରେକର୍ଡ

ଗିନିଜ ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମରେ ଜୟଧରଶାନ ଭେଙ୍କଟେସନଙ୍କ ଏକ ଭିଡିଓ ସେୟାର କରିଛି । ଏତିରେ କୁହବାଯାଇଛି ଯେ ଜୟଧରଶନ ରୁବିକର କ୍ୟୁବକୁ ମାତ୍ର ୧୪.୩୨ ସେକେଣ୍ଡରେ ସମାଧାନ କରିଛନ୍ତି । ଏହି ଭିଡିଓରେ ଜୟଧରଶନ ସାଇକେଲରେ ରୁବିକ କ୍ୟୁବକୁ ଦୁଇ ହାତରେ ସମାଧାନ କରୁଥିବା ଦେଖାଯାଇଛି ।…

ସର୍ବୋତ୍ତମ ବିକ୍ରୟ ଖେଳନା ହେଉଛି ପଜଲ, ଭାରତ ସହ ବିଦେଶରେ ବି ୧ନମ୍ବର

ଘରେ ପିଲା ଥିଲେ ଖେଳନା ମଧ୍ୟ ସେମିତି ଥାଏ । ସବୁଠି ସମାନ କଥା । ସେ ତେଣିକି ଆମ ଦେଶ ହେଉ କିମ୍ବା ଅନ୍ୟ ଦେଶ କି ବିଦେଶ । ହେଲେ ଯେଉଁଘରେ ପିଲା ନାହାନ୍ତି ସେଠି ବି ଖେଳନା ଦେଖିବାକୁ ମିଳୁଛି । ସେ ମଧ୍ୟରୁ ଗୋଟେ ଖେଳନା ହେଉଛି ପଜଲ । କିନ୍ତୁ ଏହାର ପ୍ରକୃତ ନାମ ହେଉଛି ରୁବିକ କ୍ୟୁବ ।…

ଅଜବ ପ୍ରତିଭା, ଘଣ୍ଟା ଘଣ୍ଟାର କାମକୁ ଆଖି ବନ୍ଦ କରି ମାତ୍ର ଗୋଟେ ମିନିଟରେ କରିଦିଏ ଏହି ବାଳକ, ଦେଖନ୍ତୁ ଭିଡିଓ

କେବେ ରୁବିକ କ୍ୟୁବକୁ ନେଇ ଆପଣଙ୍କ ମୁଣ୍ଡ ଗୋଲ ହୋଇଛି ? ଏହି ପ୍ରଶ୍ନ ଏଥିପାଇଁ କାରଣ ଏହାକୁ ସମାଧାନ କରିବା ଏତେ ସହଜ କଥାନୁହେଁ । ଏହାକୁ ଠିକ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ବହୁତ ଥର ଅଭ୍ୟାସ ମଧ୍ୟ କରିବାକୁ ପଡିଥାଏ, ଥରେ ନୁହେଁ ବାରମ୍ବାର ଚେଷ୍ଟା କରିବାକୁ ପଡିଥାଏ କିନ୍ତୁ…