Browsing Tag

rushinath baral

ରଣପୁର ଆର.ଡି ଡିଭିଜନ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ରଣପୁର ଆର.ଡି ଡିଭିଜନ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ। ଘର ଯାଞ୍ଚ ବେଳେ ୩୫ ହଜାର ଟଙ୍କାର ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ମିଳିଛି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳଙ୍କୁ ଗିରଫ ପରେ…