Below header
Browsing Tag

russia-ukraine war

ଯୁଦ୍ଧଭୂମିକୁ ଓହ୍ଲାଉଛନ୍ତି ରୁଷ୍‌ର ପିଲା! ୩୦,୦୦୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ ଦିଆଯାଉଛି ଟ୍ରେନିଂ

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ୫୦ରୁ ଅଧିକ ଦିନ ହୋଇଗଲାଣି। ତଥାପି ରୁଷ୍‌ ପଛକୁ ହଟୁନି। ୟୁକ୍ରେନ ଉପରେ ଆକ୍ରମଣ ଦିନକୁ ଦିନ ତୀବ୍ର କରି ଚାଲିଛି। ଏହାରି ଭିତରେ ଏକ ଖବର ଆସିଛି କି, ରୁଷ୍‌ ଏବେ ୟୁକ୍ରେନରେ ନିଜ ସୈନିକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପିଲାମାନଙ୍କୁ ବ୍ୟବହାର କରୁଛି। ହ୍ୟୁମାନ…

ଅତି ସମ୍ବେଦନଶୀଳ! ରୁଷୀୟ ଯବାନ୍‌ଙ୍କ ପତ୍ନୀ କହୁଛନ୍ତି ୟୁକ୍ରେନ୍‌ ମହିଳାଙ୍କ ବଳାତ୍କାର କର

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ରୁଷୀୟ ଯବାନଙ୍କର ତାଙ୍କ ପତ୍ନୀଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ୟୁକ୍ରେନରେ ଇଣ୍ଟରସେପ୍ଟ କରାଯାଇଛି, ଯେଉଁଥିରେ ପତ୍ନୀ ଜଣକ ଏହା କହୁଥିବାର ଶୁଣାଯାଉଛି ଯେ ‘ୟୁକ୍ରେନ ମହିଳାମାନଙ୍କୁ ଦୁଷ୍କର୍ମ କର’। Ukrinformରେ…

କିଭରେ ଥିବା ମିଲିଟାରୀ ହାର୍ଡେଓ୍ଵୟାର ଫ୍ୟାକ୍ଟ୍ରିରେ ହମଲା କରିଛି ରୁଷ୍‌ ସେନା, ଚାଲିଛି ଘନ ଘନ ଏୟାରଷ୍ଟ୍ରାଇକ୍‌

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନର ପ୍ରତିଆକ୍ରମଣର ବଦଲା ନେବା ଆରମ୍ଭ କରିଛି ରୁଷ । କିଭ୍‌ ଉପରେ ଆରମ୍ଭ ହୋଇଛି ଆକ୍ରମଣ । ଆଜି କିଭରେ ଥିବା ମିଲିଟାରୀ ହାର୍ଡେଓ୍ଵୟାର ଫ୍ୟାକ୍ଟ୍ରିରେ ହମଲା କରିଛି ରୁଷ୍‌ ସେନା । ଘନ ଘନ ଏୟାରଷ୍ଟ୍ରାଇକ୍‌ ହୋଇଛି । ଏହି ଘଟଣା ପରେ ସେଠାରୁ ପ୍ରବଳ ଧୂଆଁ…

ରୁଷର ଦାବି; ୧୦୦୦ ୟୁକ୍ରେନ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ! ସେପଟେ ପ୍ରମାଣ ନଷ୍ଟ ପାଇଁ ଲୋକଙ୍କୁ ମାରି ତୁରନ୍ତ ପୋଡ଼ି…

ରୁଷ-ୟୁକ୍ରେନ ଯୁଦ୍ଧକୁ ଆଜି ୫୦ ଦିନ ପୂରିଛି। ୟୁକ୍ରେନକୁ ନିୟନ୍ତ୍ରଣ କରିବା ପାଇଁ ମସ୍କୋ ସେନା ଆକ୍ରମଣ ଜାରି ରଖିଛି। କିଭ୍‌ ସମେତ ଅନେକ ସହରରେ ଧ୍ୱଂସର ଚିହ୍ନ ସ୍ପଷ୍ଟ ଦେଖାଯାଉଛି। ସେପଟେ ରୁଷ୍‌ ସେନା ମରିୟୁପୋଲରେ ବଡ଼ ସଫଳତା ଦାବି କରିଛନ୍ତି। ବିନାଶକାରୀ ଯୁଦ୍ଧକୁ ୧୨୦୦ରୁ ଅଧିକ ଘଣ୍ଟା…

୪୯ ଦିନରେ ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ, ବିଷାକ୍ତ ପଦାର୍ଥ ବ୍ୟବହାର କରୁଛି…

ନୂଆଦିଲ୍ଲୀ : ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର…

ବୁଚାରେ ପୁଣି ରୁଷର ବର୍ବରତା…! ୭୨୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାରିଦେଲା ମସ୍କୋ ସେନା; ୨୦୦ରୁ ଅଧିକଙ୍କ ମିଳୁନି ପତ୍ତା

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲଗାତାର ସାଧାରଣ ନାଗରିକମାନେ ମୃତ୍ୟୁର ଶିକାର ହେଉଛନ୍ତି। ବୁଚା ନରସଂହାର ପରେ ହୋଇଥିବା ଆଲୋଚନା ସତ୍ତ୍ୱେ ରୁଷ ସୈନ୍ୟ ସୁଧୁରୁ ନାହାନ୍ତି। ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନର ଇଣ୍ଟେରିୟର ମନ୍ତ୍ରାଳୟ ମୁତାବକ,…

ମୃତ୍ୟୁର ଇଲାକା ପାଲଟିଛି ମାରିୟୁପୁଲ; କେମିକାଲ ଆଟାକ୍ ସହିତ ଶବ ଗାଏବ କରୁଛି ପୁଟିନ୍ ସେନା

ନୂଆଦିଲ୍ଲୀ: ଲମ୍ବୁଛି ରୁଷ-ୟୁକ୍ରେନ ଲଢେଇ । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ବିଶ୍ୱକୁ ସ୍ତବ୍ଧ କରୁଛି ୟୁକ୍ରେନ୍‌ରେ ନରସଂହାର। ଗଣହତ୍ୟା ଓ ଗଣକବରର ନୂଆ ନୂଆ ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସୁଛି । ଏବେ ମୃତ୍ୟୁର ଉପତ୍ୟାକା ପାଲଟିଛି ମାରିୟୁପୁଲ । ରୁଷ ସେନାର ଆକ୍ରମଣରେ ୧୦ ହଜାରରୁ…

ବୁଚାରେ ନାବାଳିକାଙ୍କୁ ବନ୍ଦୀ ରଖି ପ୍ରତିଦିନ ଦୁଷ୍କର୍ମ କରିଥିଲା ରୁଷ ସେନା, ଏବେ ସବୁ ଗର୍ଭବତୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି। ରୁଷ ହେଉ କିମ୍ବା ୟୁକ୍ରେନ କେହି ବି ପଛକୁ ହଟିବା ପାଇଁ ଚାହୁଁନାହାନ୍ତି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନର କେତେକ ସହର ଛାରଖାର ହୋଇଯାଇଛି। ବୁଚା, ମାରିୟୁପୋଲ ଏବଂ ଲିଭରେ ସବୁକିଛି ଧ୍ୱଂସ ହୋଇଯାଇଛି। ବୁଚାରେ ହୋଇଥିବା ନରସଂହାର ଫଟୋ ସାମ୍ନାକୁ…

୪୮ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ: ଜୋରଜାର ହମଲା ପାଇଁ ରୁଷ ସେନା ପ୍ରସ୍ତୁତ, ଡୋନ୍‌ବାସ୍‌କୁ ପଠାଇବ ୩ ଗୁଣା ସୈନ୍ୟ 

କେନ୍ୟୁଜ୍(ବ୍ୟୁରୋ):ଲମ୍ବୁଛି ଯୁଦ୍ଧ । ୪୮ ଦିନରେ ଲଢ଼େଇ । ପ୍ରଚଣ୍ଡ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଏବେ ରୁଷ ସେନା ୟୁକ୍ରେନର ପୂବାଞ୍ଚଳ ଉପରେ ଜୋରଜାର ହମଲା ପାଇଁ ପ୍ରସ୍ତୁତ ଚଳାଇଛି । ଏଥିପାଇଁ ଡୋନବାସକୁ ୩ ଗୁଣା ସୈନ୍ୟ ପଠାଇବ ରୁଷ । ୟୁକ୍ରେନ ରାଜଧାନୀ କିଭ ଓ ଉତ୍ତରରେ ଥିବା ସହରକୁ…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି ହେଲେ ବାଇଡେନଙ୍କ କମୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ । ବାଇଡେନ୍‌-ପୁଟିନ ମୁହାଁମୁହିଁ। ଯୁଦ୍ଧ ଯୋଗୁଁ ୧ କୋଟିରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡିଛନ୍ତି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସହରଗୁଡିକ ଧ୍ୱଂସ ସ୍ତୁପ ପାଲଟିଛି। ପାଶ୍ଚାତ୍ୟ ମିଡିଆର ଖଳନାୟକ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ନରସଂହାର…

ବୁଚା ପରେ ମାକାରିଭରେ ବର୍ବରତାର ସୀମା ଟପିଲା ରୁଷ ସେନା: ବୋମାମାଡ଼ ସହ ଲୋକଙ୍କୁ ଗୁଳି କରି ହତ୍ୟା, ୧୩୨ ମୃତଦେହ…

ବୁଚା ପରେ ମାକାରିଭରେ ବର୍ବରତା । ମାକାରିଭ ସହରରେ ଏକାସଙ୍ଗେ ୧୩୨ ମୃତଦେହ ଚିହ୍ନଟ । ମାକାରିଭ୍‌ ଛାଡିବା ପୂର୍ବରୁ ରୁଷ ସେନା ଏଠାରେ ମୃତ୍ୟୁର ବିଭୀଷିକା ରଚିଥିବା ଦେଖିବାକୁ ମିଳିଛି । ରାଜଧାନୀ କିଭ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଥିବା ମାକାରିଭ ଉପରେ ରୁଷ ସେନା ସାଂଘାତିକ ବୋମାମାଡ଼…

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ୍, ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ। ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ। ତେଣୁ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କରିଛନ୍ତି ପୁଟିନ। ଜେନେରାଲ ଆଲେକଜାଣ୍ଡର ଦୋଭରନିକୋଭ ଆର୍ମିର ନେତୃତ୍ୱ ନେବେ । ସିରିୟା ଯୁଦ୍ଧରେ ତାଙ୍କ…