ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ନବଯୌବନ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ତ ସାରା ବିଶ୍ୱରେ ପ୍ରସିଦ୍ଧ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ଅଦ୍ୟାବିଧି ନୀତି ସବୁ ସ୍ଥାନରେ ପାଳନ କରାଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋରାପୁଟରେ ପାଳିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଜଳ ହୋଇଉଠିଛି ସୁଦୂର କୋରାପୁଟ ଜିଲ୍ଲା। ଦୀର୍ଘ…