Browsing Tag

sabaramala

ସମସ୍ତଙ୍କୁ ସ୍ବାଗତ: ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, କେରଳ ସବରିମାଲା ମନ୍ଦିର ଭିତରକୁ ଯାଇ ପାରିବେ ମହିଳା

ଦିଲ୍ଲୀ(କେନ୍ଯୁଜ୍) : କେରଳର ସବରିମଲା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ମାମଲାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମନ୍ଦିରଭିତକୁ ଯାଇପାରିବେ ମହିଳା । ସବୁ ବୟସର ମହିଳା ପ୍ରବେଶ କରିପାରିବେ । ପୂଜାର୍ଚ୍ଚନା କରିବାର ଅଧିକାର ସମସ୍ତଙ୍କର ଅଛି ।…