Browsing Tag

salia sahi slum

ଜମି ପଟ୍ଟା ପାଇଁ ବିବାଦ: ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି, ୫ ଆହତ

ଭୁବନେଶ୍ୱର (କେନ୍ୟୁଜ): ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର…