Browsing Tag

sambalpur bandh

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ଗାଡି ଚଳାଚଳ ଠପ୍

ସମ୍ବଲପୁର(କେନ୍ୟୁଜ୍): ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ୫ଦଫା ଦାବିରେ ବନ୍ଦ ଡାକରା ଦେଇଛି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି । ପ୍ରଭାବିତ ହୋଇଛି ଜୀବନଯାତ୍ରା । ଗାଡି ଚଳାଚଳ ଠପ୍‌ ହୋଇଛି। ବ୍ୟବସାୟିକ ପ୍ରତିଷ୍ଠାନ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏପରିକି…

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି…

ସମ୍ବଲପୁର(କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ବନ୍ଦ ଡାକରା ଦେଇଛି ସମ୍ବଲପୁର ବିଜେପି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ସକାଳୁ ସକାଳୁ  ବିଜେପି ନେତା ଓ କର୍ମୀ ମାନେ…