ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର: ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ
ସମ୍ବଲପୁର: ଆଜି ଶୀତଳଷଷ୍ଠୀ ।ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ନିରାଡମ୍ବର ପରିବେଶ ମଧ୍ୟରେ ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଉତ୍ସବ । ସଂପୂର୍ଣ୍ଣ ଲୋକାଚାରରେ ବାସୁଦେବ ପଦ୍ଧତିରେ ବିବାହ ସଂପୂର୍ଣ୍ଣ ହୋଇଛି ଏହି ବିବାହ।…