Below header
Browsing Tag

sameer wangde

ଆର୍ଯ୍ୟନ ଖାନ କେଶର ତଦନ୍ତ ଦାୟିତ୍ବରୁ ହଟିଲେ ସମୀର ୱାଙ୍ଗଡ଼େ

ନାର୍କଟିକସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ମୁମ୍ବଈ ଜୋନ ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ଆର୍ଯ୍ୟନ ଖାନଙ୍କ କେଶରୁ ହଟି ଯାଇଛନ୍ତି । କହିରଖିବା ଉଚିତ ହେବକି, କିଛି ଦିନ ହେବ ୱାଙ୍ଗଡ଼େଙ୍କୁ ନେଇ କିଛି ଦିନ ହେବ ଅନେକ ବିବାଦ ମୁଣ୍ଡ ଟେକିଥିଲା । ଜାଲ ଜାତିଗତ ପ୍ରମାଣ ପତ୍ର, ଡ୍ରଗ୍ସ ରଖେଇବା ତଥା…

ଜାତି ଗତ ପ୍ରମାଣ ପତ୍ରକୁ ନେଇ ତେଜିଲା ବିବାଦ, ଓ୍ଵାଙ୍ଖଡେଙ୍କ ଘରେ ପହଁଚିଲେ ଏସ୍‌ସି କମିଶନ ଉପାଧ୍ୟକ୍ଷ

ମୁମ୍ବାଇ(କେ ନ୍ୟୁଜ): ସମୀର ଓ୍ଵାଙ୍ଖଡେଙ୍କ ବାସଭବନରେ ପହଁଚିଲେ ଜାତୀୟ ଅନୁସୂଚିତ ଜାତି କମିଶନ। ଏସ୍‌ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର ଓ୍ଵାଙ୍ଖଡେଙ୍କ ଘରକୁ ଆସି କିଛି ମୂଳ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ମିଛ ଜାତିଗତ ପ୍ରମାଣପତ୍ର ଦେଇ ସମୀର ଓ୍ଵାଙ୍ଖଡେ ଚାକିରି ପାଇଥିବା ଅଭିଯୋଗ…