ଘରୋଇ ଓ ସରକାରୀ ହଷ୍ଟେଲ ପାଇଁ ଗାଇଡଲାଇନ ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର…
ଭୁବନେଶ୍ବର (କେ ନ୍ଯୁଜ) : ଦିନକୁ ଦିନ ପୁଣି କରୋନା ବଢିବାକୁ ଲାଗିଲାଣି। ରାଜ୍ଯରେ କରୋନା ଗ୍ରାଫ ବଢୁଥିବା ଯୋଗୁଁ ରାଜ୍ଯ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷ କରି ସ୍କୁଲ ଓ କଲେଜ ହଷ୍ଟେଲ ପାଇଁ ଜାରି ହୋଇଛି ଗାଇଡଲାଇନ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ମୁକାବିଲା ପାଇଁ ଉଭୟ ଘରୋଇ…