ପ୍ରେମିକ ସହ ବିବାହ କରାଇ ଦେବାକୁ ମା’ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ପ୍ରେମିକା
ସମ୍ବଲପୁର(କେନ୍ୟୁଜ): ମା’ ମୋ ବିବାହ କରାଇଦିଅ । ମୁଁ ଯାହାକୁ ମୋ ମନ ଦେଇଛି ମୋ ମନର ମଣିଷକୁ ମୋ ଜୀବନ ସାଥୀ କରାଇ ଦିଅ । ମୋ ପ୍ରେମକୁ ସଫଳ କରିଦିଅ ମା' । ତୁମେ ଚାହିଁଲେ ସବୁ ସମ୍ଭବ ହୋଇପାରିବ । ମୋ ବାପା ମା' ଏବଂ ତାଙ୍କ ବାପା ମା' ଯେପରି ରାଜି ହୋଇଯାଆନ୍ତୁ । ଏ ସବୁ କଥା…