Browsing Tag

sand mafia beat

ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବାଲେଶ୍ବର(କେନ୍ୟୁଜ୍): ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ।  ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫିଲାଡି କଣ୍ଟା ବଣିଆ ନିକଟ ବୁଢାବଳଙ୍ଗ ନଦୀ ରେ ଏକ ବେଆଇନ ବାଲି ଖାଦାନରେ ଚଢାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତି ରାମ…