Browsing Tag

sand transportation

ସକାଳ ୭ ରୁ ରାତି ୯ ରାଜ୍ୟରେ ବନ୍ଦ ରହିବ ବାଲି ପରିବହନ

କଟକ : ବେଆଇନ ଭାବେ ବାଲି ଉଠାଣ ନେଇ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମେସିନ ଜରିଆରେ  ବାଲି ଉଠାଣ କରାଯାଇ ପାରିବ ନାହିଁ ଏବଂ ଦିନ ବେଳା ସର୍ବସାଧାରଣରେ ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ଉପରେ ଶତ ପ୍ରତିଶତ ପ୍ରତିବନ୍ଧକ…