Browsing Tag

sanitize spect

ଚଷମା ଯୋଗୁ ବି ଘରକୁ ଆସିପାରେ କରୋନା ଭାଇରସ୍‌, ଜାଣନ୍ତୁ କେମିତି କରିବେ ସାନିଟାଇଜ୍‌

କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବାରମ୍ବାର ଲୋକଙ୍କୁ ମାସ୍କ ପିନ୍ଧିବା, ଗ୍ଲୋବସ୍‌ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ କୁହାଯାଉଛି। ଏଥିସହ ଇମ୍ୟୁନିଟି ସିଷ୍ଟମ୍‌କୁ ସୁଦୃଢ଼ କରିବା ପାଇଁ କାଢ଼ା ପିଇବାକୁ ପରାମର୍ଶ…