ସ୍ତ୍ରୀକୁ ମିସ୍ କରୁଛନ୍ତି ବୁମରା, ଫଟୋ ସେୟାର କରି କହିଲେ ‘ପ୍ଲିଜ୍ ଜଲଦି ଫେରିଆସ’
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆଇପିଏଲ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ବୁମରାଙ୍କ ମନ ପତ୍ନୀ ସଞ୍ଜନାଙ୍କ ପାଖରେ ରହିଛି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ଏବେ ନ୍ୟୁଜିଲାଣ୍ଡରେ ରହିଛନ୍ତି।…