Browsing Tag

sanjay nayak

ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା

କେନ୍ୟୁଜ୍(ବ୍ୟୁରୋ): ବଢିଲା ପ୍ରକୃତି ଓ ସଞ୍ଜୟ ବିବାଦ । ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଇଛନ୍ତି । ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ପ୍ରକୃତିଙ୍କ ଅଭିଯୋଗ ଆଧାରରେ ମାମଲା କରିଛି…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ, ପ୍ରକୃତିଙ୍କ ପରେ ଜସ୍ମିନ ରଥ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମେ ପ୍ରକୃତି, ପରେ ଜସ୍ମିନ ରଥ। ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ। ଅଭିନେତ୍ରୀ ଜସ୍ମିନ ରଥଙ୍କ ଚାଞ୍ଚଲ୍ୟକର ବୟାନ । ସଞ୍ଜୟ ନାୟକ ତାଙ୍କୁ ସିନେମା ଅଫର ଦେଇଥିଲେ । ରାତି ୧୦ଟା ପରେ ତାଙ୍କୁ କ୍ଲବକୁ ଡାକିଥିଲେ। କିନ୍ତୁ…