Browsing Tag

Sanskrit collage

ଭଦ୍ରକ: ଚାକିରି ଦେବା ନାଁରେ ମହା ଠକେଇ, ଜମି ଅଧିଗ୍ରହଣଠାରୁ ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି

ଚାକିରି ଦେବା ନାଁରେ ମହାଠକେଇ । ଭଦ୍ରକ ବାସୁଦେବପୁର ପୌରପାଳିକା ସ୍ଥିତ ବଂଶୀପାଟଣା କଳ୍ପତରୁ ସାଂସ୍କୃତ ମହାବିଦ୍ୟାଳରେ ଜାଲିଆତିର ଚିତ୍ର ସାମ୍ନାକୁ ଆସିଛି । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହେଇଛି । ଏହି ଜାଲିଆତି ଘଟଣାରେ…