Below header
Browsing Tag

sarfaraz

ସରଫରାଜ ଓ ଧ୍ରୁବଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଆଇପିଏଲ ପୂର୍ବରୁ ମିଳିଲା ଉପହାର

ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲଙ୍କ ବିସିସିଆଇ ଉପହାର ଭେଟି ଦେଇଛି । ଆଇପିଏଲ୍‌ ୨୦୨୪ ଆରମ୍ଭ ହେବାକୁ ପୂର୍ବରୁ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କରିଛି । ସରଫରାଜ ଏବଂ ଜୁରେଲଙ୍କୁ ଭାରତୀୟ କ୍ରିକେଟ ଟିମ୍‌କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଥିଲା ।…

ମୋଟା ଯୋଗୁଁ ଫ୍ୟାନ୍ସ ଉଡାଇଥିଲେ ମଜାକ୍‌, କମାଲ୍‌ ଫିଲ୍ଡିଂ କରି ଫ୍ୟାନ୍ସଙ୍କୁ ଫ୍ଲାଇଂ କିସ୍‌ ଦେଲେ ସରଫରାଜ :…

ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମ ବ୍ୟାଟର ସରଫରାଜ ଖାନ ଫିଲ୍ଡିଂରେ କମାଲ କରି ଦେଖାଇଛନ୍ତି । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ବ୍ୟାଟିଂରେ କମାଲ କରିପାରିନଥିଲେ ସତ କିନ୍ତୁ ଫିଲ୍ଡିଂରେ ଏହାର ଭରଣ କରିଛନ୍ତି । ସରଫରାଜ ଇଂଲଣ୍ଡ ଦ୍ୱିତୀୟ ପାଳିରେ ୨ଟି କ୍ୟାଚ ଧରିଥିଲେ । କିନ୍ତୁ ଟମ୍‌…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ : ଜୟସ୍ୱାଲଙ୍କ ଦ୍ୱିଶତକ, ପାଳି ଘୋଷଣା କଲା ଭାରତ, ଇଂଲଣ୍ଡକୁ ୫୫୭ ରନ୍‌ ଟାର୍ଗେଟ

ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକ ମାରିଛନ୍ତି । ଦ୍ୱିଶତକରେ ୧୪ଟି ଚଉକା ଏବଂ ୧୨ଟି ଛକା ମାରିଛନ୍ତି । ଏହା ତାଙ୍କ ଚଳିତ ଟେଷ୍ଟ ସିରିଜ ଦ୍ୱିତୀୟ ଦ୍ୱିଶତକ । ଆହତ ପରେ ମଧ୍ୟ ଜୟସ୍ୱାଲଙ୍କ ଡବଲ ସେଞ୍ଚୁରୀ ଏବଂ ସରଫରାଜଙ୍କ ଅର୍ଦ୍ଧଶତକ ପରେ ଭାରତ…

ଧୋନୀ ନା ସରଫରାଜ୍ . . କାହାର ଡାଇଭ୍‌ ଚମତ୍କାର ? ଭିଡିଓ ଦେଖନ୍ତୁ ଏବଂ ICC ର ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ

ସୁପରମ୍ୟାନ୍ ଧୋନୀ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଛନ୍ତି ଦମଦାର ପ୍ରଦର୍ଶନ । ଉଭୟ ବ୍ୟାଟିଂ ଏବଂ କିପିଂରେ ଜିଣି ନେଇଛନ୍ତି ଦର୍ଶକଙ୍କ ହୃଦୟ । ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ ସମାଲୋଚନାର ଶିକାର ହୋଇଥିବା ମାହି ବନ୍ଦ କରି ଦେଇଛନ୍ତି ସମସ୍ତଙ୍କ ମୁହଁ । ଏହି ମ୍ୟାଚରେ ଧୋନୀ…