Browsing Tag

save society

ଏଭଳି ନିର୍ଭୟା ଘଟଣାରେ ପୁରୁଷ ଉପରୁ ନାରୀର ବିଶ୍ୱାସ ଉଠି ଯିବନିତ ?

ଭାରି ଦୁଃଖ ଲାଗୁଛି । କଷ୍ଟ ହେଉଛି । ମରମକୁ ଏମିତି ବାଧୁଛି ଯେ ନିଜେ କିଛି କରିଦେବାକୁ ଇଚ୍ଛା ହେଉଛି । ମାନେ ମାରିଦେବି କି ମରିଯିବି । ଇଏ ହେଉଛି ସାଧାରଣ ଲୋକଙ୍କର ପ୍ରତିକ୍ରିୟା ତେଲେଙ୍ଗାନାରେ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ । ଘଟଣାକୁ ଦ୍ୱିତୀୟ ନିର୍ଭୟାର ନାଁ…