ଅକ୍ଟୋବର ୩ରୁ SBI କାର୍ଡରେ ଫେଷ୍ଟିଭାଲ୍ ଅଫର୍, ଅନଲାଇନ୍ ସପିଂରେ ଉପଲବ୍ଧ ହେବ କ୍ୟାସବ୍ୟାକ୍
ଦେଶର ସର୍ବବୃହତ କ୍ରେଡିଟ କାର୍ଡ ପ୍ରଦାନକାରୀ ଏସବିଆଇ କାର୍ଡ ତିନି ଦିନିଆ ଉତ୍ସବର କ୍ୟାସବ୍ୟାକ୍ ଅଫର 'ଦାମଦାର ଦସ' ଘୋଷଣା କରିଛି। SBI କାର୍ଡ ଗ୍ରାହକମାନେ ସମସ୍ତ ଘରୋଇ ଇ-କମର୍ସ ପ୍ଲାଟଫର୍ମରେ ଅନଲାଇନ୍ ସପିଂରେ ଏହି ଅଫର ପାଇପାରିବେ | ଏହି ଉତ୍ସବର ଅଫର ଅକ୍ଟୋବର 3 ରୁ ଆରମ୍ଭ ହେବ ଏବଂ…