ବରିଷ୍ଠ ନାଗରିକଙ୍କୁ SBI ର ବଡ଼ ଉପହାର, ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉଠାଇପାରିବେ ଏହି ସ୍କିମ୍ର ଫାଇଦା
ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବଡ଼ ଉପହାର ଘୋଷଣା କରିଛି। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସ୍ବିଆଇ ବରିଷ୍ଠ ନାଗରିକଙ୍କ ପାଇଁ ସ୍ପେଶାଲ ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ରେ ନିବେଶର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହା ପୂର୍ବରୁ…