Browsing Tag

schezwan fried rice

ଘରେ ବନାନ୍ତୁ ରେସ୍ତୋରାଁ ଭଳି ସେଜଓ୍ଵାନ ଫ୍ରାଇଡ୍‌ ରାଇସ୍‌, ତାହା ପୁଣି ବଳକା ଭାତରୁ

ଘରେ ସବୁବେଳେ କିଛି ନୂଆ ନୂଆ ସ୍ୱାଦ ଚାଖିବାକୁ ଇଚ୍ଛା ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ଥରେ ଚାଖିଲେ କେବେବି ଭୂଲିପାରିବେନାହିଁ। ଘରେ ସାଧାରଣତଃ ବଳକା ଭାତକୁ ଫୋପାଡି ଦିଅନ୍ତି କିନ୍ତୁ ଏହି ବଳକା ଚାଉଳରେ ଆପଣ ରେସ୍ତୋରାଁ ଷ୍ଟାଇଲ…