Browsing Tag

Science

ଯେଉଁ ସ୍ଥାନକୁ ଆପଣ କେବେ ଦେଖିନଥାନ୍ତି କି ଯାଇନଥାନ୍ତି, ତଥାପି କେମିତି ସ୍ୱପ୍ନରେ ଆସେ ସେହି ସ୍ଥାନ

ସ୍ୱପ୍ନ ମଣିଷମାନଙ୍କ ପାଇଁ ଏକ ନିଆରା ଅନୁଭୂତି । ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଶୋଇବା ସମୟରେ ଏକ ଭିନ୍ନ ଦୁନିଆରେ ରହିଥାଏ । ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି କେବଳ ସେହି ଜିନିଷଗୁଡ଼ିକୁ ନିଜ ସ୍ୱପ୍ନରେ ଦେଖନ୍ତି ଯାହା ବିଷୟରେ ସେ ଭାବନ୍ତି । କିନ୍ତୁ କିଛି ସ୍ୱପ୍ନ ଏପରି…

ଜୟପୁର: ସ୍ୱପ୍ନ ପୁରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ, ୬ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିଜ୍ଞାନଗାର କଲେ ଲୋକାର୍ପଣ

ଜୟପୁର(କେନ୍ୟୁଜ): ଆମକୁ ବିଜ୍ଞାନ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବେ ଆମ ହାତପହାନ୍ତରେ ବିଜ୍ଞାନ ଯେଉଁଥିପାଇଁ ରାଜଧାନୀ ଯିବାକୁ ପଡୁଥିଲା ଏବେ ତାହା ଆମ ସହରରେ । ଏକଥା ନିଜ ପାଟିରେ କହିଛନ୍ତି ଜଣେ ଆଦିବାସୀ ଛାତ୍ରୀ । ୬ ଏକର ଜମିରେ ୬ କୋଟି ଟଙ୍କା ବୟରେ ନିର୍ମିତ ଏହି ଅତ୍ୟାଧୁନିକ…

ଦିନରେ ଚନ୍ଦ୍ର କେବେ ଦେଖାଯାଏ ? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ସୂର୍ଯ୍ୟକିରଣ ହେତୁ ଆମେ ଦିନରେ ଚନ୍ଦ୍ରକୁ ଦେଖିପାରି ନଥାଉ । ଦିନରେ ଚନ୍ଦ୍ର ଏବଂ ତାରାମାନେ ଦୃଶ୍ୟମାନ ନ ହେବାର ଏକମାତ୍ର କାରଣ ହେଉଛି ସେମାନେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ ଆଲୋକରେ ଅଦୃଶ୍ୟ ହୋଇଯାଆନ୍ତି । ତାରାଗୁଡ଼ିକର ଉଜ୍ଜ୍ୱଳତା ବହୁତ କମ, ତେଣୁ ସେଗୁଡ଼ିକ ଦିନରେ ଦେଖାଯାଏ ନାହିଁ । କିନ୍ତୁ…

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍‌ଟ ଘୋଷଣା କରିଛନ୍ତି। େଓ୍ଵବସାଇଟରୁ ପରୀକ୍ଷାଫଳ ଜାଣି ପାରିବେ…