Below header
Browsing Tag

scrub typhus diseases

ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା

ସୁନ୍ଦରଗଡ଼ (କେନ୍ୟୁଜ): ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ କେସ୍ । ରାଜ୍ୟରେ ସ୍କ୍ରବ ଟାଇଫସ୍କୁ ନେଇ କେନ୍ଦ୍ରର ପଦକ୍ଷେପ । ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା । ଓଡ଼ିଶାର ୨ ବିଶେଷଜ୍ଞ ମଧ୍ୟ ଟିମରେ ସାମିଲ ହୋଇଛନ୍ତି ।…

ସୁନ୍ଦରଗଡ଼ରେ ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି

ସୁନ୍ଦରଗଡ଼ (କେନ୍ୟୁଜ): ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୪୮ ଘଣ୍ଟା ମଧ୍ୟରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୪ ଜଣ ପଜିଟିଭ ରୋଗୀ ବାହାରିଥିଲେ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି ହୋଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ ପରେ ଏବେ ବଲାଙ୍ଗୀରରେ ଆତଙ୍କ

ସୁନ୍ଦରଗଡ଼ / ବଲାଙ୍ଗୀର (କେନ୍ୟୁଜ): ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ପୁଣି ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୯ ପଜିଟିଭ ଚିହ୍ନଟ ହୋଇଥିଲେ । ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ହୋଇଛି । ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା…

ସୁନ୍ଦରଗଡ଼ରେ ଆଉ ୫ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ, ପଜିଟିଭ ସଂଖ୍ୟା ୨୧୧ ଛୁଇଁଲା

ସୁନ୍ଦରଗଡ଼ (କେନ୍ୟୁଜ): ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ରେ ଆଜି ଆଉ ୫ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗତକାଲି ୪୨ଜଣଙ୍କର ପରୀକ୍ଷା କରାଯାଇଥିଲା। ସେମାନଙ୍କ ଭିତରୁ ୫ ଜଣ ସ୍କ୍ରବ୍ ଟାଇଫସ୍‌…

ମାଡ଼ି ଚାଲିଛି ସ୍କ୍ରବ ଟାଇଫସ୍, ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ (କେନ୍ୟୁଜ): ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌ । ଆଜି ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ପୁଣି ୭ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଁଞ୍ଚିଛି। ଗତକାଲି ୩୭ଟି ନମୁନା ପରୀକ୍ଷା…

ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ରେ ଲାଗୁନି ଲଗାମ। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ଜଣ। ଏହା ସହ ସଂଖ୍ୟା ୧୮୩ରେ ପହଞ୍ଚିଛି। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ…

ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ : ଆଜି ପୁଣି ସୁନ୍ଦରଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍। ଆଜି ପୁଣି ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୮୦ । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗତକାଲି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ରୋଗକୁ…

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ଆଜି ପୁଣି ୭ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍। ଆଜି ପୁଣି ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୬୯। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ…

ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ ବଢ଼ିଲାଣି ଚିନ୍ତା, ଚିଠି ଲେଖି ସର୍ତକ କରାଇଲା ଜନସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନ ଥିବା ବେଳେ ସ୍କ୍ରବ ଟାଇଫସ୍‌ ଚିନ୍ତା ବଢ଼ାଇଲାଣି। ବୁର୍ଲା ଭିମ୍‌ସାରରେ ୨୨ଜଣଙ୍କଠାରୁ ଊର୍ଦ୍ଧ୍ୱ ସ୍କ୍ରବ ଟାଇଫସ୍‌ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି। ପଦ୍ମପୁର ଉପଖଣ୍ଡ…

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ, ସୁନ୍ଦରଗଡ଼ରେ ଜଣେ ମୃତ

ସୁନ୍ଦରଗଡ଼ (କେନ୍ୟୁଜ): ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍। ଜିଲ୍ଲାରେ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ…

ସାବଧାନ ! ମାତିଛି ସ୍କ୍ରବ ଟାଇଫସ ରୋଗ, ବରଗଡ଼ରେ ସର୍ବାଧିକ ମାମଲା

ବରଗଡ଼ (କେନ୍ୟୁଜ): ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି । ସେଥିପାଇଁ ଗତକାଲି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ…