Browsing Tag

self healing material

ଫାଟିଲେ ଆପେ ଆପେ ଯୋଡ଼ି ହୋଇଯିବ ଫୋନ୍‌ର ଡିସ୍‌ପ୍ଲେ, ଅଳସୀ ତେଲ କରିବ ଏହି କାମ

ପ୍ରାୟତଃ ଆମ ହାତରୁ ସ୍ମାର୍ଟଫୋନ୍‌ ଖସି ତଳେ ପଡ଼ି ଏହାର ସ୍କ୍ରିନ୍‌ ଫାଟିଯାଏ। ଫଳରେ ଡିସ୍‌ପ୍ଲେ ବଦଳାଇବା ପାଇଁ ଆମକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ମାତ୍ର ଏବେ ଆଉ ଫୋନ୍‌ର ସ୍କ୍ରିନ୍‌ ଫାଟିଲେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ ଏହାକୁ ଘରେ ମଧ୍ୟ ଠିକ୍‌ କରିପାରିବେ।…