ଟଙ୍କା ପାଇଁ ପ୍ରଥମେ କୋଟିପତିର ଝିଅକୁ ଫସାଇଲା, ପରେ ସମ୍ବନ୍ଧ ବେଳେ ଜୀବନ ନେଲା ବୟଫ୍ରେଣ୍ଡ
ଟଙ୍କା କେଇଟା ପାଇଁ ଗାର୍ଲଫ୍ରେଣ୍ଡକୁ ହତ୍ୟା କଲା ପ୍ରେମିକ। ଦୀର୍ଘ ଦିନ ଧରି କରଜରେ ବୁଡ଼ି ରହିଥିବା ବୟଫ୍ରେଣ୍ଡ ପଇସା ପାଇଁ ନିଜ କୋଟିପତି ଗାର୍ଲଫ୍ରେଣ୍ଡର ଜୀବନ ନେଇଯାଇଛି। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ସ୍ୱିଜରଲ୍ୟାଣ୍ଡରୁ। ଏଠାରେ ଜଣେ ଯୁବକଙ୍କ ବିରୋଧରେ ଗାର୍ଲଫ୍ରେଣ୍ଡକୁ…