Browsing Tag

sexually harassed

ଫିଲ୍ମ ପ୍ରମୋସନ ବେଳେ ଅଭିନେତ୍ରୀଙ୍କ ସହ ଯୌନ ଉତ୍ପୀଡ଼ନ! କହିଲେ, ‘କେହି ଜଣେ ମୋତେ ଅଶ୍ଳୀଳ ଭାବରେ ଧରି ପକାଇଲେ’

ମାଲାୟାଲମ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏକ ମଲ୍‌ରେ ଫିଲ୍ମ ପ୍ରମୋସନ ବେଳେ ତାଙ୍କ ସହିତ ଯୌନ ଉତ୍ପୀଡ଼ନ ହୋଇଛି। କେରଳର କୋଝିକୋଡ୍‌…