Below header
Browsing Tag

shangchool mahadev temple

ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଏହି ମନ୍ଦିର

କୁହାଯାଏ ପ୍ରେମରେ ସବୁବେଳେ ବାଧକ ସାଜନ୍ତି ପରିବାର ଲୋକ । ତେଣୁ ଅନେକ ସମୟରେ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇ ଯାଆନ୍ତି ନିଜ ସ୍ୱପ୍ନ ସାକାର କରିବା ପାଇଁ । ଫେରାର ହୋଇ ଯାଆନ୍ତି ନିଜ ସହରରୁ। ତେବେ ଏଭଳି ନିଷ୍ପତ୍ତି ସେମାନଙ୍କ ପାଇଁ ଆହୁରି କଷ୍ଟକର ହୁଏ । ଘରୁ ବାହାରି ଯିବା ପରେ ଅନେକ ବିପଦ…