୨୧ଦିନ ଧରି ଶାରଳା ପୀଠରେ ଅନୁଷ୍ଠିତ ହୁଏ ଚନ୍ଦନ ଯାତ୍ରା, ମାଆଙ୍କ କୃପା ଲାଭ କରନ୍ତି ଶହଶହ ଶ୍ରଦ୍ଧାଳୁ
କେନ୍ୟୁଜ୍(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଦେବାଦେବୀଙ୍କ ପୀଠରେ ଚନ୍ଦନଯାତ୍ରା ପରମ୍ପରା ଦେଖିବାକୁ ମିଳେ । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା’ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା । ଏହି ଚନ୍ଦନଯାତ୍ରା ୨୧ଦିନ ବ୍ୟାପି ଚାଲିଥାଏ…