ଥରେ ଚାର୍ଜ ହେଲେ ସପ୍ତାହେ ଚାଲିବ ଏହି କମ୍ପାନୀର ସ୍ମାର୍ଟଫୋନ୍, ଡିସେମ୍ବର ହେଉଛି ଲଞ୍ଚ୍
ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Sharp ଚଳିତବର୍ଷ ନୂଆ ସ୍ମାର୍ଟଫୋନ୍ Sharp S7 ଲଞ୍ଚ କରିବାକୁ ଘୋଷଣା କରିଛି। ଏହି ଫୋନ୍ Sharp Aquos Sense 3 Lite ରିବ୍ରାଣ୍ଡ ଭାରିଏଣ୍ଟର ହେବା ସହ ଏଥିରେ ପୂର୍ବ ତୁଳନାରେ ନୂଆ ହାର୍ଡଓ୍ଵୟାର ଫିଚର ମଧ୍ୟ ବ୍ୟବହାର କରାଯାଇଛି। Sharp S7 କୁ ନେଇ…